ବିଜ୍ଞାନ ଓ ପ୍ରଯୁକ୍ତି

ମାସରେ ୩ଲକ୍ଷ ରୋଜଗାର

ଆର୍ଟିଫିଶିଆଲ ଇଣ୍ଟେଲଜେନ୍ସି ଯୋଗୁ ବହୁ ଲୋକ ଚାକିରୀ ହରାଉଛନ୍ତି। ଅନେକଙ୍କୁ ଭବିଷ୍ୟତରେ ଚାକିରୀ ହରାଇବା ନେଇ ଆଶଙ୍କା ରହିଛି। କିନ୍ତୁ ଏହାରି ଭିତରେ ସୂଚନା ମିଳିଛି କି ସ୍ପେନରେ ଜଣେ ବ୍ୟକ୍ତି ଏଆଇ ମଡେଲ ପସ୍ତୁତ କରିଛନ୍ତି। ଯାହା ସାହାର୍ଯ୍ୟରେ ସେ ପ୍ରତି ମାସରେ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ବାର୍ସିଲୋନାର ଏହି ଏଆଇ ମଡେଲ ମହିଳା ଜଣକ ହେଉଛନ୍ତି ୨୫ବର୍ଷିୟ ଐତାନା ଲୋପେଜ। ଏତାନା ଦେଖିବାକୁ ପୁରା ମଣିଷ ଭଳି ମଡେଲ। ଐତାନା ଗୋଟିଏ ବିଜ୍ଞାପନ ପାଇଁ ଏକ ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com