ଅନ୍ୟାନ୍ୟ

ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ

ଏନ୍‌ବିଏ ଦଳ ଓକ୍‌ଲାହୋମା ସିଟି ଥଣ୍ଡରଗାର୍ଡ ଖେଳାଳି ଜୋଶ ଗିଡେ ଅଡୁଆରେ। ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ଆସିବା ପରେ ଏନ୍‌ବିଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଗିଡେଙ୍କ ସହିତ ଏକାଧିକ ଭିଡିଓରେ ନଜର ଆସିଥିବା ବାଳିକା ଜଣକ ଜଣେ ହାଇସ୍କୁଲ ଛାତ୍ର ବୋଲି ଉକ୍ତ ଆକାଉଣ୍ଟରୁ ଦାବି କରାଯାଇଥିଲା। ଅଷ୍ଟ୍ରେଲିଆର ଏହି ୨୧ ବର୍ଷୀୟ ଖେଳାଳି ଜଣକ ଏହି ମାମଲାକୁ ନେଇ ନୀରବତା ଅବଲମ୍ବନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com