ଅନ୍ୟାନ୍ୟ

ସୁପ୍ରିମକୋର୍ଟ କଣ୍ଟ୍ରୋଲ

ସୁପ୍ରିମକୋର୍ଟ ଏକ କଣ୍ଟ୍ରୋଲ ଜେନେରାଲ ଅଫ ଡିଫେନ୍ସ ଆକାଉଣ୍ଟସ ଏବଂ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ର ଏକ କାର୍ଯ୍ୟାଳୟ ସ୍ମାରକପତ୍ରକୁ ଖାରଜ କରିବା ପାଇଁ ଦାଖଲ କରାଯାଇଥିବା ପିଆଇଏଲର ବିଚାର କରିବାକୁ ମନା କରିଦେଇଛନ୍ତି।

ଏହି ଆବେଦନରେ କ୍ଷମତାରେ ଥିବା ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ନିଜର ଉପଲବ୍ଧିର ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବାକୁ ଦାବି କରାଯାଇଥିଲା ।ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

Related Articles

Back to top button