Featuredଅନ୍ୟାନ୍ୟ

ଜୁମର ଏକ ସର୍ଭରକୁ ହ୍ୟାକ କରି ଏଥିରେ ଏକ ଅଶ୍ଳୀଳ ଭିଡିଓ ଚାଲୁ କରିଥିଲେ

ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି। କୋର୍ଟର ଶୁଣାଣି ଚାଲିଥିବା ସମୟରେ, ହ୍ୟାକର କୋର୍ଟର ଅନଲାଇନ ଶୁଣାଣି ପ୍ଲାଟଫର୍ମ ଜୁମର ଏକ ସର୍ଭରକୁ ହ୍ୟାକ କରି ଏଥିରେ ଏକ ଅଶ୍ଳୀଳ ଭିଡିଓ ଚାଲୁ କରିଥିଲେ।

ଏହା ପରେ ଭିଡିଓ କନଫରେନ୍ସିଂ ସୁବିଧା ସ୍ଥଗିତ ରଖିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ। ଅନଲାଇନ ଶୁଣାଣି ପାଇଁ କର୍ନାଟକ ହାଇକୋର୍ଟ ଚାଇନିଜ କମ୍ପାନୀ ଜୁମ ବ୍ୟବହାର କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com