ଅନ୍ୟାନ୍ୟ

ନୂଆବର୍ଷରୁ ମହଙ୍ଗା ହୋଇଯିବ କାର୍

ନୂଆବର୍ଷରୁ ମହଙ୍ଗା ହୋଇଯିବ କାର୍ । ୨୦୨୪ରୁ ଲାଗୁ ହେବ ନୂଆ ପ୍ରାଇସ୍ । ୨୦୨୪ରେ ସବୁ ଗାଡ଼ିର ଦାମ୍ ୨ ପ୍ରତିଶତ ବଢ଼ିବ ବୋଲି ସୂଚ଼ନା ଦିଆଯାଇଛି ।

କାର୍ କମ୍ପାନୀମାନେ ଭିନ୍ନଭିନ୍ନ ମଡେଲ୍ ପାଇଁ ପ୍ରାଇସ୍ ପ୍ରସ୍ତୁତ କରୁଥିବା କୁହାଯାଉଛି । କାର୍ ନିର୍ମାତା ୨୦୨୨ ଅକ୍ଟୋବରରେ ଲକ୍ଷେ ୬୭ ହଜାର ୫୨୦ ୟୁନିଟ୍ସ କାର୍ ବିକ୍ରି କରିଛନ୍ତି । ‘ମାରୁତି’ ଅକ୍ଟୋବରରେ ଲକ୍ଷେ ୭୭ ହଜାର ୨୬୬ ୟୁନିଟ୍ସ କାର୍ ବିକ୍ରି କରିଥିବା ରେକର୍ଡ ରହିଛି । ତେଣୁ ନୂଆ ବର୍ଷରେ ମାରୁତି କାରର ଦାମ୍ ବଢ଼ିବା ସମ୍ଭାବନା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com