କ୍ରୀଡ଼ା

ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା

ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ନିଜ ଦଳ ଘୋଷଣା କରିଛି। ଜାନୁୟାରୀ ୨୫ରୁ ଇଂଲଣ୍ଡ ଏହି ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି।

ଷ୍ଟାର ଅଲରାଉଣ୍ଡର ସାମ କୁରାନ ଏବଂ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ। ତେବେ ଦଳରେ ତିନୋଟି ନୂଆ ଚେହେରାକୁ ସାମିଲ କରାଯାଇଛି। ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଦଳରେ ତିନିଟି ନୂଆ ଚେହେରା ସାମିଲ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com