ଅନ୍ୟାନ୍ୟ

ପୁରୁଷ ଆତ୍ମହତ୍ୟା କଲେ ଏଣିକି ଆଉ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ

ପ୍ରେମରେ ଅସଫଳ ହୋଇ କୌଣସି ପୁରୁଷ ଆତ୍ମହତ୍ୟା କଲେ ଏଣିକି ଆଉ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ । ଛତିଶଗଡ ହାଇକୋର୍ଟ ଏକ ମାମଲାର ଶୁଣାଣୀ କରି ଏହି ଟିପ୍ପଣୀ ରଖିଛନ୍ତି ।

ପ୍ରେମରେ ଅସଫଳ ହୋଇ କୌଣସି ପୁରୁଷ ଆତ୍ମହତ୍ୟା କଲେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ମୋକଦ୍ଦମା କରାଯାଇପାରିବ କି ନା ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଯଦି କୌଣସି ବ୍ୟକ୍ତି ଏପରି କାରଣ ପାଇଁ ଆତ୍ମହତ୍ୟା କରୁଛି ତେବେ ତାଙ୍କ ପ୍ରେମିକା ଉପରେ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇପାରିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com