କ୍ରୀଡ଼ା

ରାଇଜିଂ ଇଣ୍ଡିଆ ଷ୍ଟାର ରିଙ୍କୁ ସିଂହ ରାଙ୍କିଙ୍ଗରେ ବଡ଼ ଫାଇଦା ପାଇଛନ୍ତି

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଟିମ ଇଣ୍ଡିଆର କାମଚଳା ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଦବଦବା ଜାରି ରହିଛି। ବେଶ କିଛି ମାସ ହେବ ୧ନଂ ସ୍ଥାନରେ ରହିଥିବା ସୂର୍ଯ୍ୟ କୁମାର ଏବେ ନିଜର ପଏଣ୍ଟ ସଂଖ୍ୟାକୁ ଆହୁରି ବୃଦ୍ଧି କରିଛନ୍ତି।

ସେହିପରି ରାଇଜିଂ ଇଣ୍ଡିଆ ଷ୍ଟାର ରିଙ୍କୁ ସିଂହ ରାଙ୍କିଙ୍ଗରେ ବଡ଼ ଫାଇଦା ପାଇଛନ୍ତି। ସେ ଏକାଥରେ ୪୬ଟି ସ୍ଥାନ ଉପରକୁ ଉଠି ୫୯ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com