ଅନ୍ୟାନ୍ୟ

ସଙ୍ଗୀତ ପରିଚାଳକ ଡାନିଏଲ୍ ୱାରେନବୋଇମ୍ ଓ ଅଲି ଆବୁଙ୍କୁ ୨୦୨୩ର ଇନ୍ଦିରା ଗାନ୍ଧୀ ପୁରସ୍କାରରେ ସମ୍ମାନିତ

ପ୍ରସିଦ୍ଧ ପିଆନୋ ବାଦକ ଓ ସଙ୍ଗୀତ ପରିଚାଳକ ଡାନିଏଲ୍ ୱାରେନବୋଇମ୍ ଓ ସମାଜସେବୀ ତଥା ଶାନ୍ତି କାର୍ଯ୍ୟକର୍ତ୍ତା ଅଲି ଆବୁଙ୍କୁ ମିଳିତ ଭାବରେ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ଲାଗି ବର୍ଷ ୨୦୨୩ର ଇନ୍ଦିରା ଗାନ୍ଧୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଏକ ବୟାନ ଅନୁସାରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଟି.ଏସ୍‌. ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଅନ୍ତଃରାଷ୍ଟ୍ରୀୟ ଜୁରୀ କମିଟିରେ ଡାନିଏଲ୍ ଓ ଅଲି ଆବୁଙ୍କୁ ଏଥିପାଇଁ ଚୟନ କରାଯାଇଛି । ଏମାନେ ସଙ୍ଗୀତ, ସମ୍ବାଦ ଓ ଲୋକଙ୍କ ସହଭାଗିତା ଜରିଆରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରି ଆସୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com