ଅନ୍ୟାନ୍ୟ

ଜାନୁୟାରୀ ୩ ତାରିଖରୁ ଛତ୍ରପତି ସମ୍ଭାଜୀନଗର ଠାରେ ଅନୁଷ୍ଠିତ ହେବାକୁ ଯାଉଛି

୯ମ ଆସନ୍ତା ଜାନୁୟାରୀ ୩ ତାରିଖରୁ ଛତ୍ରପତି ସମ୍ଭାଜୀନଗର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବ ୫ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ଏମଜିଏମ୍ ୟୁନିଭରସିଟି କ୍ୟାମ୍ପସର ରୁକ୍ମିଣୀ ଅଡିଟୋରିୟମରେ ଅନୁଷ୍ଠିତ ହେବ ।

ଉଦଘାଟନୀ ଉତ୍ସବରେ ସୁନାମଧନ୍ୟ ଫିଲ୍ମନିର୍ମାତା ଆର୍‌.ବଲ୍‌କୀ, ଅନୁଭବ ସିହ୍ନା ଓ ସୂଚନା ଓ ପ୍ରସାରଣ ବିଭାଗ ପ୍ରମୁଖ ସଚିବ ଅପୂର୍ବ ଚନ୍ଦ୍ର ଯୋଗ ଦେବେ । ଗଣମାଧ୍ୟମ ସହ ଏକ ଆଲୋଚନା କ୍ରମରେ କାର୍ଯ୍ୟକ୍ରମର ଆୟୋଜକ ଏ ବିଷୟରେ ସୂଚନା ସେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com