ଅନ୍ୟାନ୍ୟ

ଛତୁ ଏକ ପୁଷ୍ଟିକର ଖାଦ୍ୟ

ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ।

ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡି ଇନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଗବେଷକଙ୍କ ଦ୍ୱାରା ଅଧ୍ୟୟନ ଫଙ୍ଗି ଜର୍ନାଲରେ ପ୍ରକାଶ ପାଇଛି। ଛତୁରେ ପ୍ରାକୃତିକ ଭାବରେ ଥିବା ବିଭିନ୍ନ ସକ୍ରିୟ ଉପାଦାନଗୁଡିକ ମଣିଷ ଶରୀରରେ ସଂକ୍ରମଣ, ପ୍ରଦାହ ଏବଂ ରକ୍ତ ଜମାଟ ବାନ୍ଧିବା ରୋକିବାରେ ସାହାଯ୍ୟ କରିଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com