ଜାତୀୟ

ପାକିସ୍ତାନର ଅଶାନ୍ତ ଖାଇବର-ପାଖତୁନଖ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ

ପାକିସ୍ତାନର ଅଶାନ୍ତ ଖାଇବର-ପାଖତୁନଖ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ସମୟ ମଧ୍ୟରେ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ।

ଜିଲା ପୋଲିସ ଅଧିକାରୀ ମହମ୍ମଦ ଇମ୍ରାନ କହିଛନ୍ତି ଯେ ସ୍ବୟଂଚାଳିତ ଅସ୍ତ୍ରରେ ସଜ୍ଜିତ ଆକ୍ରମଣକାରୀମାନେ ପାରାଚିନାରରୁ ପେଶାୱାର ଅଭିମୁଖେ ଦୁଇଟି ଯାନକୁ ଟାର୍ଗେଟ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com