ଜାତୀୟ

୩୦ ବର୍ଷ ପରେ ଜ୍ଞାନବ୍ୟାପୀ ମସଜିଦରେ ମଙ୍ଗଳା ଗୌରୀଙ୍କ ଭବ୍ୟ ପୂଜାର୍ଚ୍ଚନା

୩୦ ବର୍ଷ ପରେ ଜ୍ଞାନବ୍ୟାପୀ ମସଜିଦରେ ମଙ୍ଗଳା ଗୌରୀଙ୍କ ଭବ୍ୟ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ଭୋରରୁ ପୂଜାର୍ଚ୍ଚନା କରିଛନ୍ତି ପୂଜକ । ଏହି ପୂଜାରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଭକ୍ତ ମଧ୍ୟ ଏକାଠି ହୋଇଥିଲେ ।

କିନ୍ତୁ କିଛି ପ୍ରମୁଖ ଲୋକଙ୍କ କେବଳ ଏହି ପୂଜାରେ ସାମିଲ ହୋଇଥିଲେ ଏବଂ ଅନ୍ୟ ସଭିଙ୍କୁ ବ୍ୟାରିକେଟ୍ ଲଗାଇ ଅଟକାଇ ଦେଇଥିଲେ । ସୂଚନା ରହିଛି ଯେ, ଆସନ୍ତା ୨-୩ ଦିନ ଭିତରେ ଏଠାକୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com