ଓଡ଼ିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ରାଜ୍ୟବ୍ୟାପୀ ବୁଲିଥିବା ଜଗନ୍ନାଥଙ୍କ ଅର୍ପଣ ରଥରୁ ସଂଗ୍ରହ ଚାଉଳ ଏବଂ ଟଙ୍କା ସଂଗ୍ରହ ତଥା ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ସ୍ପଷ୍ଟୀକରଣ ଜାରି କରିଛି।

ଏହି ଟଙ୍କା ସମ୍ପର୍କରେ ସୂଚନା ଦେଇ ଏସଜେଟିଏ କହିଛି ଯେ ଜାନୁୟାରୀ ୨୨ ଏବଂ ଫେବୃଆରୀ ୭ ମଧ୍ୟରେ ଅର୍ପଣ ରଥରୁ ଏହା ୩,୦୬,୬୨.୮୧୩ ଟଙ୍କା ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com