ଜାତୀୟ

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର-ଏ-ତୋଏବାର ସିନିୟର କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର-ଏ-ତୋଏବାର ସିନିୟର କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି । ପାକିସ୍ତାନର ପଞ୍ଜାବର ଫୈସଲାବାଦରେ ୭୯ ବର୍ଷ ବୟସରେ ହାର୍ଟ ଆଟାକରେ ଆତଙ୍କବାଦୀ ଚୀମା ପ୍ରାଣ ହରାଇଥିବା ଜଣାପଡ଼ିଛି।

ସେ ୨୦୦୬ ମୁମ୍ବାଇ ଧମାକାର ମାଷ୍ଟରମାଇଣ୍ଡ ଥିଲା ଓ ୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କୁ ଟ୍ରେନିଂ ଦେଇଥିଲା ।ଭାରତ ଉପରେ ଆକ୍ରମଣ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ଜଣେ ଥିଲା ଚୀମା ।

Related Articles

Back to top button
WP Twitter Auto Publish Powered By : XYZScripts.com