ଜାତୀୟ

ମୁସଲିମ ଆଇନ୍ ଅନୁସାରେ, ମୁସଲିମ ମହିଳା କୌଣସି ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହିପାରିବେ ନାହିଁ

ମୁସଲିମ ଆଇନ୍ ଅନୁସାରେ, ମୁସଲିମ ମହିଳା କୌଣସି ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହିପାରିବେ ନାହିଁ । ଇସଲାମରେ ଏହି ଲିଭ୍-ଇନ୍ ରିଲେସନକୁ ‘ହରାମ’ ବୋଲି କୁହାଯାଇଥିବା କହିଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ରେଣୁ ଅଗ୍ରୱାଲ ।

ତେବେ ଏହି ସମ୍ପର୍କ ପାଇଁ ଜଣେ ମୁସଲିମ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ମନା କରି ଦେଇଛନ୍ତି ହାଇକୋର୍ଟ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟରେ ସୁରକ୍ଷା ପାଇଁ ମହିଳା ଅପିଲ କରିଥିଲେ ମଧ୍ୟ ଅଦାଲତ ଏହାକୁ ଖାରଜ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com