ଓଡ଼ିଶାରାଜନୀତି

ମେଣ୍ଟ ଚର୍ଚ୍ଚା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ପଡିବା ପରେ, ସକ୍ରିୟ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି ଦଳର ନେତା

ମେଣ୍ଟ ଚର୍ଚ୍ଚା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ପଡିବା ପରେ, ସକ୍ରିୟ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି ଦଳର ନେତା । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରାର୍ଥୀ ହେବାକୁ ଯାଉଥିବା ସତ୍ୟବାଦୀ ନିର୍ବାଚନ ମଣ୍ଡଳରେ ନିଜର ଦମ୍ ଦେଖାଇଛନ୍ତି ।

କଣାସ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶହଶହ କର୍ମୀଙ୍କ ଗହଣରେ ବିଶାଳ ଶୋଭାଯାତ୍ରା କରିଛନ୍ତି । ଏଥିସହ ବିଜେପିର କିଛି ନେତାଙ୍କୁ ଆଣି ମଧ୍ୟ ଶଙ୍ଖ ଭବନରେ ବିଜେଡିରେ ସାମିଲ କରାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com