ମନୋରଞ୍ଜନ

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଅଭିନୀତ ପୂର୍ବ ଫିଲ୍ମ ‘ଫାଇଟର୍’କୁ ମିଳିଛି ଜବରଦସ୍ତ ସଫଳତା

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଅଭିନୀତ ପୂର୍ବ ଫିଲ୍ମ ‘ଫାଇଟର୍’କୁ ମିଳିଛି ଜବରଦସ୍ତ ସଫଳତା। ଏବେ ସେ ତାଙ୍କର ନୂଆ ସିନେମା ଓ୍ବାର୍୨କୁ ନେଇ ବ୍ୟସ୍ତ ଅଛନ୍ତି।

ତେଣେ ହ୍ରିତିକ ରୋଶନଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ତାହା ହେଲା ହ୍ରିତିକ ରୋଶନ ନିଜର ପୂର୍ବ ବ୍ଲକବଷ୍ଟର ଫିଲ୍ମ ‘କ୍ରିଶ’ ସିକ୍ବେଲ ନେଇ ଆସିବେ। ଏହାର ସୁଟିଂ ୨୦୨୫ରେ ଆରମ୍ଭ ହେବ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com