ଜାତୀୟ

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଟୋଲ୍ କଲେକ୍ସନ ସିଷ୍ଟମକୁ ନେଇ ବଡ ଘୋଷଣା କରିଛନ୍ତି

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଟୋଲ୍ କଲେକ୍ସନ ସିଷ୍ଟମକୁ ନେଇ ବଡ ଘୋଷଣା କରିଛନ୍ତି। ଏକ ପୋଷ୍ଟରେ ସେ କହିଛନ୍ତି ଖୁବ୍ ଶୀଘ୍ର ଟୋଲ୍ ସିଷ୍ଟମ ଉଠିଯିବ ।

ନୂଆ ସାଟେଲାଇଟ୍ ବେସଡ୍ ଟୋଲ୍ ସିଷ୍ଟମ ଏହାର ସ୍ଥାନ ନେବ । ଗାଡି ମାଲିକ ଯେତେ ଦ୍ରୁତ ଗତିରେ ହାଇୱେରେ ଗାଡି ଚଲାଇବେ ସେମାନଙ୍କ ଠାରୁ ସେତେ ଅଧିକ ଟୋଲ୍ ଟ୍ୟାକ୍ସ ସଂଗ୍ରହ କରାଯିବ । ତେବେ ଏଥିରେ ଫାଷ୍ଟଟ୍ୟାଗକୁ ନେଇ କୌଣସି ସୂଚନା ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com