ମନୋରଞ୍ଜନ

ହିମାଦ୍ରି ତନୟ ଦାସଙ୍କ ପ୍ରଯୋଜିତ ତଥା ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘କୁହୁଡ଼ି’ର ସୁଟିଂ ଶେଷ ହୋଇଛି

ହିମାଦ୍ରି ତନୟ ଦାସଙ୍କ ପ୍ରଯୋଜିତ ତଥା ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘କୁହୁଡ଼ି’ର ସୁଟିଂ ଶେଷ ହୋଇଛି। ମାର୍ଚ ପ୍ରଥମ ସପ୍ତାହରେ ଏହାର ସୁଟିଂ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା।

ଏଥିଲାଗି ରାଜଧାନୀର ଟଙ୍କପାଣି ରୋଡ୍‌ରେ ଏକ ଅଦାଲତର ସେଟ୍ ନିର୍ମାଣ କରାଯାଇଥିଲା। ପରେ ଏହାର ଅନ୍ୟାନ୍ୟ ସୁଟିଂ କଟକ ଓ ରମ୍ଭାର ବିଭିନ୍ନ ଲୋକେସନ୍‌ରେ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com