ଜାତୀୟ

ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ପକ୍ଷରୁ ମଙ୍ଗଳବାର ଦିନ ‘ଲାର୍ଜ ଅର୍ଡର ଫ୍ଲିଟ’ ଲଞ୍ଚ କରାଯାଇଛି

ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ପକ୍ଷରୁ ମଙ୍ଗଳବାର ଦିନ ‘ଲାର୍ଜ ଅର୍ଡର ଫ୍ଲିଟ’ ଲଞ୍ଚ କରାଯାଇଛି । ଏହି ଫ୍ଲିଟ ମାଧ୍ୟମରେ ବର୍ତ୍ତମାନ ଗ୍ରାହକ ଏକ ସାଙ୍ଗରେ ୫୦ ଲୋକଙ୍କ ଖାଦ୍ୟ ସିଧାସଳଖ ଜୋମାଟୋରେ ଅର୍ଡର କରିପାରିବେ ।

କମ୍ପାନୀର ପ୍ରୟାସ ଏହି ସର୍ଭିସ ଜରିଆରେ ପାର୍ଟୀ, ବାର୍ଥଡେ ଏବଂ ଅନ୍ୟ ଇଭେଣ୍ଟରେ ଅର୍ଡର ପ୍ରାପ୍ତ କରି ନିଜ ମାର୍କେଟ ସେୟାରକୁ ବଢାଇବା ।

Related Articles

Back to top button
WP Twitter Auto Publish Powered By : XYZScripts.com