କ୍ରୀଡ଼ା

କେଲାକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି

କେଲାକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ରାଜସ୍ଥାନ ରୋୟଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ ବୋଲିଂ ଯୋଗୁଁ ଏହି ଜରିମାନାରେ ଦଣ୍ଡିତ ହୋଇଛନ୍ତି ଶ୍ରେୟସ ।

ତେବେ ନ୍ୟୁନତମ ଓଭର ଗତି ଅପରାଧ ମାମଲାରେ ଚଳିତ ସିଜନରେ ଏହା କୋଲକାତା ପକ୍ଷରୁ ପ୍ରଥମ ଭୁଲ ରହିଥିଲା । ତେଣୁ ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com