Featuredଓଡ଼ିଶା

୨୮ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: ୨୮ରେ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଗସ୍ତରେ ସେ ସମ୍ବଲପୁର ଯିବାର ସୂଚନା ରହିଛି । ସେଠି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିପାରନ୍ତି ଶାହ । ତେବେ ପୁର ଠୁ ପଲ୍ଲୀ ସବୁଠି ଶାହଙ୍କୁ ନେଇ ରାଜନୀତି ସରଗରମ । ସଂସଦରେ ତାଙ୍କର ଆମ୍ବେଦକରଙ୍କୁ ନେଇ ଦେଇଥିବା ମନ୍ତବ୍ୟଙ୍କୁ ନେଇ କଂଗ୍ରେସର ତୀବ୍ର ବିରୋଧ ଦେଖୁଛି ସାରା ଦେଶ ।

Related Articles

Back to top button
WP Twitter Auto Publish Powered By : XYZScripts.com