
ଭୁବନେଶ୍ୱର ,୨୦୨୨ ଅର୍ଥ କାରବାର ମାମଲାରେ ଘାଣ୍ଟୁଛି ଇଡି।ଇଡିର ନିର୍ଦ୍ଦେଶ ଅବମାନନା ପରେ ଇଡି ଅର୍ଚ୍ଚନା ନାଗଙ୍କ ଘର ସିଜ୍ କରିପାରେ। ଏବେ ଘରର ଆସବାବପତ୍ର ଯାଞ୍ଚ କରୁଛି ଇଡି।
ଏପରିକି ନାଗଙ୍କ ଘରକୁ ଆଟାଚ୍ କରିଛି ଇଡି।
ସତ୍ୟବିହାରରେ ଥିବା G+2 ବିଲ୍ଡିଂକୁ ଆଟାଚ୍ କଲା ଇଡି। ଯଦି ଦେଖିବା ୨୦୨୨ ମସିହାରେ ଅର୍ଚ୍ଚନା ନାଗଙ୍କ ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିଥିଲା। ସେତେବେଳେ ବି ଅର୍ଚ୍ଚନା ନାଗଙ୍କ ଘରେ ପଶିଥିଲା ଇଡି।ଯାହା ଫଳରେ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଆଧାରରେ ପଦକ୍ଷେପ ନେଇଛି ଇଡି।
ଯଦି ଦେଖିବା ପୂର୍ବରୁ ଘର ଛାଡ଼ିବା ପାଇଁ ଅର୍ଚ୍ଚନା ନାଗଙ୍କୁ ଇଡି ନିର୍ଦ୍ଦେଶ ଦେଇଥିଲା।
ହେଲେ ଇଡିର ନିର୍ଦ୍ଦେଶକୁ ନମାନି ଘର ନଛାଡ଼ି ସେହି ଘରେ ରହି ଆସୁଥିଲେ ଅର୍ଚ୍ଚନା। ତେଣୁ ଏବେ ସେହି ଘରକୁ ସିଲ୍ କରିପାରେ ଇଡି।