ଜାତୀୟ
-
ବିଜେପି ନେତା ଶାହନବାଜ୍ ହୁସୈନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର ପାଇଁ ନିର୍ଦ୍ଦେଶ
ବିଜେପି ନେତା ତଥା ମୁଖପାତ୍ର ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ…
Read More » -
ସ୍ଥଗିତ ରଖାଗଲା ଏଏସଓ ପରୀକ୍ଷା, ବନ୍ୟା ସ୍ଥିତି ସୁଧୁରିବା ପରେ ଘୋଷଣା ହେବ ତାରିଖ
ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ASO ପରୀକ୍ଷା । ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ଓଡ଼ିଶା…
Read More » -
ଜମ୍ମୁ କଶ୍ମୀରରେ ରହୁଥିବା ଲୋକ ଦେଇପାରିବେ ଭୋଟ୍ , ଦରକାର ହେବନି ଆବାସ ପ୍ରମାଣପତ୍ର
ଏଣିକି ଜାମ୍ମୁ କାଶ୍ମୀରରେ ରହୁଥିବା ବାହାର ଲୋକ ବି ଦେଇପାରିବେଭୋଟ । ନିର୍ବାଚନ ଆୟୋଗ ଏମାନଙ୍କୁ ଭୋଟ୍ ଅଧିକାର ପ୍ରଦାନ କରିଛନ୍ତି । ଏଥିରେ କର୍ମଚାରୀ, ଛାତ୍ର,…
Read More » -
ମିଥ୍ୟା ଖବର ପ୍ରସାରଣ ପଡ଼ିଲା ଭାରି , ଭାରତ ସରକାର ବ୍ୟାନ୍ କଲେ ୮ଟି ୟୁଟ୍ୟୁବ ଚ୍ୟାନେଲ୍
ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ ସରକାରଙ୍କ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛି । କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଲଗାତାର ଏହା ବିରୋଧରେ…
Read More » -
ପଦଯାତ୍ରା ସମାପନ ଦିବସରେ ବ୍ରହ୍ମପୁର ସହରରେ କଂଗ୍ରେସ ପକ୍ଷରୁ ବିରାଟ ଶୋଭାଯାତ୍ରା
ବ୍ରହ୍ମପୁର, ୧୭/୦୮/୨୦୨୨- ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । କାଶ୍ମୀର ଠାରୁ…
Read More » -
ଏଲୋପାଥି ଉପରେ ବାବା ରାମଦେବଙ୍କ ବୟାନ ଉପରେ ହାଇକୋର୍ଟଙ୍କ କଡା ଟିପ୍ପଣୀ
ଏଲୋପାଥି ଏବଂ କୋଭିଡ୍-୧୯ ଚିକିତ୍ସା ଉପରେ ଯୋଗ ଗୁରୁ ବାବା ରାମଦେବଙ୍କ ବୟାନକୁ ନେଇ ଦିଲ୍ଲୀ ହାଇକୋର୍ଟ କଡା ଟିପ୍ପଣୀ କରିଛନ୍ତି। ହାଇକୋର୍ଟ ବାବା ରାମଦେବଙ୍କୁ ତାଗିଦ୍…
Read More » -
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ୩ କମାଣ୍ଡୋଙ୍କୁ ବରଖାସ୍ତ କଲେ କେନ୍ଦ୍ର ସରକାର
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କର ସୁରକ୍ଷାରେ ତ୍ରୁଟି ଯୋଗୁ ତିନି କମାଣ୍ଡୋକୁ ବରଖାସ୍ତ କଲେ କେନ୍ଦ୍ର ସରକାର। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅଜିତ ଡୋଭାଲ୍ଙ୍କର…
Read More » -
ମୁଁ ତ୍ରିରଙ୍ଗା ଉଡ଼ାଇବି ନାହିଁ: ପ୍ରଧାନ ଶିକ୍ଷୟତ୍ରୀଙ୍କ ଏପରି ମନ୍ତବ୍ୟ ପରେ ମୁଣ୍ଡ ଟେକିଲା ବିବାଦ
ନିଜକୁ ଖ୍ରୀଷ୍ଟିଆନ୍ କହି ତ୍ରିରଙ୍ଗା ପାତାକା ଉଡ଼ାଇବାକୁ ମନା କଲେ ପ୍ରଧାନ ଶିକ୍ଷୟିତ୍ରୀ। ତାମିଲନାଡୁ ଧର୍ମପୁରୀ ଜିଲ୍ଲାର ଏକ ସରକାରୀ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ତାମିଲସେଲଭୀ ଏପରି…
Read More » -
ବିଲକିସ୍ ବାନୋ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
କଂଗ୍ରେସର ପୂର୍ବ ଅଧ୍ୟକ୍ଷ ତତା ଏବେକାର ସାଂସଦ ରାହୁଲ ଗାନ୍ଧୀ ବିଲକିସ୍ ବାନୋ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି…
Read More » -
୨୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ଇଡିର ଚାର୍ଜସିଟ
୨୧୫ କଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଅଭିଯୁକ୍ତ କରିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ନାମରେ ଚାର୍ଜସିଟ୍ ଦାଖଲ…
Read More »