କ୍ରୀଡ଼ା
-
ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି
ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସମର୍ଥନ କରିବାକୁ…
Read More » -
ନଜମୁଲ ହସନ ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି
ନଜମୁଲ ହସନ ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବାଂଲାଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ପଦ ପାଇବା ପରେ ସେ ଏହି…
Read More » -
ହକି ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି ୨୬ ଜଣିଆ ଦଳ ଘୋଷଣା କରିଛି
ହକି ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି ୨୬ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାରୁ କେବଳ ଅମିତ ରୋହିଦାସ ରହିଛନ୍ତି।…
Read More » -
ଈଶାନ କିଷନ ଓ ବ୍ୟାଟର ଶ୍ରେୟସ ଆୟର ଚଳିତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି
ୱିକେଟ୍କିପର ଈଶାନ କିଷନ ଓ ବ୍ୟାଟର ଶ୍ରେୟସ ଆୟର ଚଳିତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। କିନ୍ତୁ ଉଭୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରେ…
Read More » -
ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ
ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍ର ସିରିଜ ଖେଳିବ। ଏହି ସିରିଜର ଠିକ୍ ପୂର୍ବରୁ…
Read More » -
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଗୁରୁବାର ଠାରୁ ଖେଳାଯିବ
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଗୁରୁବାର ଠାରୁ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ ୧୧ ଜାନୁଆରୀରେ…
Read More » -
ଆଇପିଏଲ୍ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ
ଆଇପିଏଲ୍ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନୀଙ୍କ…
Read More » -
ଆଇପିଏଲ୍ ମାର୍ଚ୍ଚ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଇପିଏଲ୍ ମାର୍ଚ୍ଚ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଭାରତରେ ସାଧାରଣ ନିର୍ବାଚନ ସମାନ ସମୟରେ…
Read More » -
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ
ମୋହଲିରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ। ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି,…
Read More »