ରାଜନୀତି

ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ହଠାତ୍‌ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଭିତରକୁ ଡେଇଁଥିଲେ

ଡିସେମ୍ବର ୧୩ ୨୦୨୩ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ହଠାତ୍‌ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଭିତରକୁ ଡେଇଁଥିଲେ। ଘଟଣା ଘଟିବାର ୨ଦିନ ଯାଉଣୁ ପନ୍ନୁ ଆଉ ଏକ ଭିଡିଓ ଜାରି କରିଛନ୍ତି।

ଯେଉଁଥିରେ ସଂସଦ ସୁରକ୍ଷା ତ୍ରୁଟି ଘଟେଇଥିବା ବିଦ୍ରୋହୀଙ୍କୁ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରଛନ୍ତି। ଗିରଫ ହୋଇଥିବା ୬ବିଦ୍ରୋହୀଙ୍କ ମଧ୍ୟରୁ ତଦନ୍ତବେଳେ ଖଲିସ୍ତାନୀ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ପନ୍ନୁ ଜାରି କରିଥିବା ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com