ଜାତୀୟ

ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି

ସିମ୍ କାର୍ଡକୁ ନେଇ TRAI ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହୋଇଯିବ । TRAI ର କହିବା ଅନୁଯାୟୀ ନୂଆ ନିୟମ ବଳରେ ସାଇବର ଫ୍ରଡ୍ ଓ ଅନଲାଇନ୍ ଠକାମୀ ଉପରେ ଲଗାମ ଲଗାଯାଇପାରିବ ।

ନୂଆ ନିୟମ ଅନୁଯାୟୀ ଯେଉଁ ମୋବାଇଲ୍ ୟୁଜର ନିଜର ସିମ୍ ସ୍ୱାପ ବା ବଦଳ କରିଛନ୍ତି ସେମାନେ ସେମାନଙ୍କ ମୋବାଇଲ୍ ନମ୍ବର ପୋର୍ଟ କରିବାକୁ ସକ୍ଷମ ହେବେ ନାହିଁ । ଏହି ସମୟସୀମା ୭ ଦିନ ପର୍ଯ୍ୟନ୍ତ ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com