Vaccine
- 
ସ୍ୱାସ୍ଥ୍ୟ  ଖୁବ୍ଶୀଘ୍ର ଆସିବାକୁ ଯାଉଛି ମ୍ୟାଲେରିଆ ଟିକା(Malaria Vaccine) ।ଭୁବନେଶ୍ୱର ,ମ୍ୟାଲେରିଆ ନିରାକରଣ ହେବ ଆହୁରି ସହଜ । ମ୍ୟାଲେରିଆ ବିରୋଧରେ ଲଢ଼ିବାରେ ଭାରତ ଏକ ଐତିହାସିକ ପଦକ୍ଷେପ ନେଇଛି। ଖୁବ୍ଶୀଘ୍ର ଆସିବାକୁ ଯାଉଛି ମ୍ୟାଲେରିଆ ଟିକା(Malaria… Read More »
- 
Featured  ଖୁବ୍ଶୀଘ୍ର ବଜାରକୁ ଆସୁଛି କ୍ୟାନ୍ସର ଭ୍ୟାକ୍ସିନ୍କ୍ୟାନ୍ସରକୁ ମାତ୍ ଦେବାକୁ ଖୁବ୍ଶୀଘ୍ର ବଜାରରେ ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ୍ । ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା… Read More »
- 
ଓଡ଼ିଶା  ଓଡ଼ିଶା ଆସିବ ୧ଲକ୍ଷ କୋଭିସିଲଡ୍ ଟିକାଭୁବନେଶ୍ୱର, ୧୭/୦୧/୨୦୨୩ – ରାଜ୍ୟରେ ଗୁରୁବାରଠାରୁ ପୁଣି କରୋନା ଟିକାକରଣ ଆରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ୧ଲକ୍ଷ କୋଭିସିଲଡ୍ ଟିକା ଓଡ଼ିଶାକୁ ଆସିବ ।… Read More »
- 
Featured  କେତେ ହେବ କରୋନାର ନାସାଲ୍ ଟିକା ? ସାମ୍ନାକୁ ଆସିଲା ଏହି ରିପୋର୍ଟଭୁବନେଶ୍ୱର: କରୋନାକୁ ନେଇ ଭାରତ ସରକାର ସତର୍କ ଅଛନ୍ତି। ଗତ ସପ୍ତାହରେ ସରକାର ନାସାଲ୍ ଟିକାକୁ ଅନୁମୋଦନ କରିଥିଲେ। ଖୁବ୍ ଶୀଘ୍ର ଏହି ଟିକା ଉପଲବ୍ଧ ହେବ… Read More »
- 
ଅନ୍ତର୍ଜାତୀୟ  ଗର୍ଭାଶୟ କର୍କଟ ରୋଗ ପାଇଁ ଆସିଲା ପ୍ରଥମ ସ୍ୱଦେଶୀ ଟିକାନୂଆଦିଲ୍ଲୀ, ୦୧/୦୯/୨୦୨୨- ଆଉ ରହିବନି ଗର୍ଭାଶୟ କର୍କଟ ରୋଗ ପାଇଁ ଡର । କାରଣ ଏହାର ମୂଳୋତ୍ପାଟନ ପାଇଁ ଆସିଛି ପ୍ରଥମ ସ୍ୱଦେଶୀ ଟିକା । ଗୁରୁବାର ଏହାକୁ… Read More »
- 
ଜାତୀୟ  ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ ମାଗଣାରେ ନେଇପାରିବେ କୋଭିଡ ଟିକାର ବୁଷ୍ଟରମାଗଣା ହେଲା କରୋନାର ବୁଷ୍ଟର ଡୋଜ୍। ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର… Read More »
- 
ଓଡ଼ିଶା  ୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା : ଡିସିଜିଆଇ ଦେଲେ ଅନୁମତିନୂଆଦିଲ୍ଲୀ() କରୋନାର ନୂଆ ଲହର ଆସିବା ନେଇ ଆଶଙ୍କା ଦେଖାଦେଇଛି । ଏହାମଧ୍ୟରେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ୬ରୁ ୧୨ ବର୍ଷର… Read More »
