ଜାତୀୟ

ନିର୍ବାଚନ ବର୍ଷରେ ଭାରତ ରତ୍ନ ପୁରସ୍କାର ଦେବାରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର

ନିର୍ବାଚନ ବର୍ଷରେ ଭାରତ ରତ୍ନ ପୁରସ୍କାର ଦେବାରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର। ଗତ ୧୫ ଦିନ ମଧ୍ୟରେ ୫ଜଣ ବଡ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି ସମ୍ମାନ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ କୃଷି ବିଶେଷଜ୍ଞ ଅଛନ୍ତି। ଚାରିଜଣଙ୍କୁ ମରଣୋତ୍ତର ସମ୍ମାନ ଦିଆଯିବ। ଏହି ୫ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଘୋଷଣା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com