ଓଡ଼ିଶା

ସ୍ମାର୍ଟ ହେବ ‘ଲକ୍ଷ୍ମୀ’ ବସ୍‌ ସେବା

ସ୍ମାର୍ଟ ହେବ ‘ଲକ୍ଷ୍ମୀ’ ବସ୍‌ ସେବା। ବସ୍‌ରେ ସିସିଟିଭିଠାରୁ ଆରମ୍ଭ କରି ପାନିକ୍‌ ବଟନ୍‌, ଭେଇକିଲ୍‌ ଟ୍ରାକିଂ ସିଷ୍ଟମ୍‌, ଅନ୍‌ଲାଇନ୍ ପେମେଣ୍ଟ ଓ ପାସ୍‌ ଭଳି ସୁବିଧା ଉପଲବ୍ଧ ହେବା ସାଙ୍ଗକୁ ମୋବାଇଲ୍‌ରେ ଜରିଆରେ ବସ୍‌ର ସ୍ଥିତି ଜାଣିବା ପାଇଁ ଏକ ଆପ୍‌ ବି ନିର୍ମିତ ହେବ।

ସେହିପରି ବସ୍‌ ପରିଚାଳନା ପାଇଁ ଏକ ଆଧୁନିକ ନିୟନ୍ତ୍ରଣ କକ୍ଷ ତିଆରି କରାଯିବ। ଗାଁରୁ ସହରକୁ ଗଡ଼ୁଥିବା ଏହି ‘ଲକ୍ଷ୍ମୀ’ ବସ୍‌‌ ସେବା ସ୍ମାର୍ଟସିଟିର ବସ୍‌‌ଠାରୁ କୌଣସି ଗୁଣରେ କମ୍‌‌ ହେବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com