ଓଡ଼ିଶା

ମଝି ଚିଲିକାରେ ଫସିଲା ଭସା ପୋଲ

ବ୍ରହ୍ମଗିରି(): ମଝି ଚିଲିକାରେ ଫସିଯାଇଛି ଯାତ୍ରୀବାହୀ ଭସା ପୋଲ । ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ମହିଁଶା ଗାଁ ନିକଟରେ ଏହି ଭସା ପୋଲଟି ଅଟକି ଯାଇଛି । ୨ଟି ଯାତ୍ରୀ ବାହୀ ବସ୍ ସହିତ ୧୦୦ ଯାତ୍ରୀ ମଝି ଚିଲିକାରେ ଫସି ରହିଛନ୍ତି । ନିୟନ୍ତ୍ରଣ ହରାଇ ଚ୍ୟାନେଲ ବାହାରକୁ ଭସା ପୋଲ ଚାଲିଯାଇଥିବା ସୂଚନା ରହିଛି । ଚ୍ୟାନେଲ ରେ ପାଣି କମିବାରୁ ଏହି ସମସ୍ୟା ଦେଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com