ଓଡ଼ିଶା

ଅପ୍ରେଲ ୨୬ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ଅଫଲାଇନ୍ ପରୀକ୍ଷା ନେଇ ସ୍ପଷ୍ଟ କଲା ବୋର୍ଡ

ଭୁବନେଶ୍ବର() ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି ଜୋର ଧରିଥିବା ବେଳେ ଅଫଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ଼ । ଅପ୍ରେଲ ୨୬ରୁ  ଅନୁଷ୍ଠିତ ହେବ ସିବିଏସଇ ଦଶମ, ଦ୍ବାଦଶ ବୋର୍ଡ ପରୀକ୍ଷା । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଅପ୍ରେଲ ୨୬ରୁ ଟର୍ମ ୨ ବୋର୍ଡ଼ ପରୀକ୍ଷା କରାଯିବ। ଏ ନେଇ ସିବିଶେ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ଅଫଲାଇନ୍‌ରେ  ହେବ । ସୂଚୀପତ୍ର ସିବିଏସ୍‌ଇ ୱେବସାଇଟ୍‌ରେ ଅପଲୋଡ୍ କରାଯିବ । ୨୬ରୁ ଟର୍ମ-୨ ବୋର୍ଡ ପରୀକ୍ଷା କରାଯିବ ବୋଲି କରାଯିବ । ସିବିଏସ୍‌ଇ ୱେବସାଇଟରେ ଉପଲବ୍ଧ ହେବ। ସିବିଏସ୍‌ଇ କର୍ତ୍ତୃପକ୍ଷପ୍ରଶ୍ନ ପାର୍ଟନ ଭଳି ଟର୍ମ-୨ ବୋର୍ଡ଼ ର ପ୍ରଶ୍ନ ପାର୍ଟରଣ ରହିବ।  । । କରୋନା ମହାମାରୀ ସ୍ଥିତିକୁ ନଭେମ୍ବର-ଡିସେମ୍ବରରେ ସିବିଏସ୍‌ଇ ଦଶମ ଓ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ଦ୍ବାଦଶ ବୋର୍ଡର ଟର୍ମ -୧ ପରୀକ୍ଷା ହୋଇଥିଲା । ସିବିଏସ୍‌ଇ ପରୀକ୍ଷା ବର୍ତ୍ତମାନ ସୁଦ୍ଧା ଟର୍ମ-୧ ରେଜଲୁ ପ୍ରକାଶ ପାଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com