ଓଡ଼ିଶା

ବୃଦ୍ଧି ପାଉଛି ତାପମାତ୍ରା, ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରି ଠାରୁ ଅଧିକ ରେକର୍ଡ

ଭୁବନେଶ୍ବର: ବୃଦ୍ଧି ପାଉଛି ତାପମାତ୍ରା ।  ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଜାଜି ରାଜ୍ୟର ୫ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି ଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା ସହର ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରହିିଛି ।

ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି

Related Articles

Back to top button
WP Twitter Auto Publish Powered By : XYZScripts.com