ସ୍ୱାସ୍ଥ୍ୟ

ଚୀନରେ ମାସକୁ ଥରେ କୋଭିଡ୍ ତଥ୍ୟ ପ୍ରଦାନ କରାଯିବ

ଭୁବନେଶ୍ୱର, ୨୮/୧୨/୨୦୨୨-    ଚୀନରେ ମାସକୁ ଥରେ କୋଭିଡ୍ ତଥ୍ୟ ପ୍ରଦାନ କରାଯିବ । ଚୀନର ସେଣ୍ଟର ଫୋର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ମ୍ୟାନେଜମେଣ୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛି । ଏହାର ସୂଚନା ଅନୁସାରେ କୋଭିଡ୍ ଏବେ ‘ବି’ କ୍ୟାଟାଗୋରୀରେ ଯାଉଛି । ତେଣୁ ପ୍ରତ୍ୟେକ ଦିନ ତଥ୍ୟ ଦେବା ଜରୁରୀ ନୁହେଁ ।

ସେପଟେ ଚୀନର ଅନେକ ହସ୍ପିଟାଲରେ ସ୍ଥିତି ଏପରି ଯେ, ଗୋଟିଏ ୱାର୍ଡରେ ଯେଉଁଠି ୧୫ ଜଣ ଷ୍ଟାଫ୍ ରହୁଥିଲେ ସେଠାରେ ଏବେ ୨ରୁ ୩ ମେଡିକାଲ ଷ୍ଟାଫ୍ ସେବା ଦେଉଛନ୍ତି । ସଂକ୍ରମଣ ବଢୁଥିବାରୁ ବେଜିଂରେ ଫାଇଭର କୋଭିଡ୍ ଔଷଧ ପାକ୍ସଲୋଭିଡ୍ ବଣ୍ଟନ ଆରମ୍ଭ ହୋଇଛି । ଏହା ସହ ସେଠାରେ ବୟସ୍କ ମାନଙ୍କ ଘରକୁ ଯାଇ କରୋନା ଟିକା ଦିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com