କ୍ରୀଡ଼ା

ଇତିହାସ ରଚିଲା ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ହରାଇ ଷଷ୍ଠ ଥର ଟି -୨୦ ମହିଳା ବିଶ୍ୱକପ ଚମ୍ପିୟାନ

ଭୁବନେଶ୍ୱର: ଇତିହାସ ରଚିଲା ଅଷ୍ଟ୍ରେଲିଆ । ଷଷ୍ଠ ଥର ପାଇଁ ଆଇସିସି ଟି -୨୦ ମହିଳା ବିଶ୍ୱକପ ଜିତି ଏହି ରେକର୍ଡ କରିବାରେ ସଫଳ ହୋଇଛି। କେପଟାଉନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ମହିଳା ଦଳକୁ ୧୯ ରନରେ ପରାସ୍ତ କରିଛନ୍ତି। ଓପନର୍ ବେଥ୍ ମୁନିଙ୍କ ଚମତ୍କାର ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୧୫୬ ରନ୍ ସଂଗ୍ରହ କରିଥିଲା । ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ୬ ୱିକେଟ୍ ରେ କେବଳ ୧୩୭ ରନ୍ ସ୍କୋର କରିପାରିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com