Featuredଓଡ଼ିଶାଜାତୀୟ

ଆରପାରିରେ ଭାରତର ଶେଷ ରାଣୀ ରାସ ମଞ୍ଜରୀ ଦେବୀ,ବାର୍ଦ୍ଧକ୍ୟ ଜନିତ ରୋଗରେ ଥିଲେ ପୀଡିତ

ଭୁବନେଶ୍ୱର: ଆରପାରିରେ ଭାରତ ରାଜଶାସନର ଶେଷ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା ରାସ ମଞ୍ଜରୀ ଦେବୀ। ତିଗିରିଆ ଗଡର ଶେଷ ସ୍ୱାଧୀନ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ୯୬ ବର୍ଷରେ ପରଲୋକ। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡିତ ଥିଲେ। ତାଙ୍କର ବିୟୋଗ ଖବର ପ୍ରଚାରିତ ପରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ରେ ଶୋକର ଛାୟା ଖେଳି ଯାଇଛି।

ରାସ ମଞ୍ଜରୀ ଦେବୀ ଜନତା ଦଳରୁ ୧୯୭୭-୮୦ ମସିହା ପର୍ଯ୍ୟନ୍ତ ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତା ହୋଇଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com