ଜାତୀୟ

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସ୍ୱାମୀ ରାଘବ ଚଡ୍ଡାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି

ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସ୍ୱାମୀ ରାଘବ ଚଡ୍ଡାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦେଶରେ ନିର୍ବାଚନ ପର୍ବ ଚାଲିଥିବା ବେଳେ ରାଘବ ଆପ୍‌ ପାଇଁ ପ୍ରଚାର କରିବା ଦେଖାଯାଉ ନାହିଁ।ରାଘବ ବର୍ତ୍ତମାନ ଆଖି ଜନିତ ଜଟିଲ ସମସ୍ୟାରେ ପଡ଼ିଛନ୍ତି।

ତାଙ୍କ ଆଖି ସମସ୍ୟା ଏତେ ବଢ଼ି ଯାଇଛି ଯେ ବ୍ରିଟେନରେ ତାଙ୍କର ଚିକିତ୍ସା ଚାଲିଛି। ଏପରି କି ସେ ଦୃଷ୍ଟି ଶକ୍ତି ମଧ୍ୟ ହରାଇବାର ଆଶଙ୍କା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com