ଅନ୍ୟାନ୍ୟ

ମାଟି ଅତଡ଼ା ଖସି ୨ ମହିଳା ମୃତ

 ଭୁବନେଶ୍ୱର, ୨୮/ ୦୩/ ୨୦୨୩ –  କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ ନିକଟରେ ମାଟି ଅତଡ଼ା ଖସି ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି । ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ୨ଜଣଙ୍କ ଘର ଘାଗଡ଼ ପଣ୍ଡ ଗାଁର । ୨ ମୃତକ ହେଲେ ଗାଗଡ଼ାପଣ୍ଡି ଗାଁର ଦୈମତ କନ୍ତ୍ରୀ ଓ ଶୋଷି ହନ୍ତାଳ । ଅନ୍ୟ ଦୁଇଜଣ ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com