ଓଡ଼ିଶା

ଝିଅଙ୍କ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା।

ଝିଅଙ୍କ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଯାହା ଏବେ ଏହା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ। କାରଣ ଗତ ୪ ବର୍ଷରେ ଝିଅଙ୍କ ସଂଖ୍ୟା ୨୩ ପ୍ରତିଶତକୁ କମିଥିବା ଜଣାପଡିଛି।

ତେବେ ପ୍ରତି ୧ ହଜାର ପୁଅରେ ଏବେ ଝିଅଙ୍କ ସଂଖ୍ୟା ମାତ୍ର ୯୨୫ ରହିଛି। ନୟାଗଡ଼ରେ ୧୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ହାର ମାତ୍ର ୮୧୧ ରହିଛି। ସେହିପରି ୧୦୦୦ ପୁଅଙ୍କ ପାଇଁ ଢେଙ୍କାନାଳରେ ଝିଅଙ୍କ ହାର ୮୬୫ ରହିଛି। ସୋନପୁରରେ ୮୮୦, ଅନୁଗୁଳରେ ୮୮୫, ଜଗତସିଂହୁରରେ ୮୯୭ ଓ କେନ୍ଦ୍ରାପଡ଼ାରେ ରହିଛି ୮୯୮।

Related Articles

Back to top button
WP Twitter Auto Publish Powered By : XYZScripts.com