କ୍ରୀଡ଼ା

ଇଣ୍ଡିଆନ ପ୍ରିମିଅର ଲିଗ ୨୦୨୪ ରେ ଚମକିବେ ଓଡ଼ିଶା ଖେଳାଳି

ଇଣ୍ଡିଆନ ପ୍ରିମିଅର ଲିଗ ୨୦୨୪ ରେ ଚମକିବେ ଓଡ଼ିଶା ଖେଳାଳି। ଡିସେମ୍ବର ୧୯ ତାରିଖରେ ଆଇପିଏଲ୍ ନିଲାମୀ ପାଇଁ ଓଡିଶାରୁ ୧୬ ଖେଳାଳି ପଞ୍ଜିକୃତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି।

ସମସ୍ତ ଖେଳାଳିଙ୍କର ମୂଳ ଦର ୨୦ ଲକ୍ଷ ଟଙ୍କା ରହିଛି। ତେବେ ନିଲାମ ପୂର୍ବରୁ ଯେଉଁ ଖେଳାଳୀଙ୍କର ନାମ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ବୋଲର ଦେବବ୍ରତ ପ୍ରଧାନ।

Related Articles

Back to top button
WP Twitter Auto Publish Powered By : XYZScripts.com