ଅନ୍ୟାନ୍ୟ

ରିଜର୍ଭ ବ୍ୟାଙ୍କ ତରଫରୁ ନୂଆବର୍ଷ ପୂର୍ବରୁ ହିଁ ବ୍ୟାଙ୍କର ଛୁଟି ତାଲିକା ଘୋଷଣା

ଦିନ କେଇଟା ପରେ ଆରମ୍ଭ ହୋଇଯିବ ନୂଆବର୍ଷ ।୨୦୨୩କୁ ବିଦାୟ ଦେଇ ସାରା ବିଶ୍ୱ ୨୦୨୪ ମସିହାକୁ ସ୍ୱାଗତ ଜଣାଇବ । ତେବେ ଜାନୁୟାରୀ ମାସ ଆରମ୍ଭ ହେବା ପୂର୍ବରୁ ଜାଣି ନିଅନ୍ତୁ ବ୍ୟାଙ୍କର ଛୁଟି ତାଲିକା ।

ବ୍ୟାଙ୍କରେ କିଛି କାମ ଥିଲେ ଜାଣି ରଖନ୍ତୁ ଯେ ଜାନୁୟାରୀ ମାସରେ ପ୍ରାୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ତରଫରୁ ନୂଆବର୍ଷ ପୂର୍ବରୁ ହିଁ ବ୍ୟାଙ୍କର ଛୁଟି ତାଲିକା ଘୋଷଣା ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com