ଅନ୍ତର୍ଜାତୀୟ

ନୂଆ ବର୍ଷ ଉତ୍ସବ ମଧ୍ୟରେ ସୌଦି ଆରବ ପାଇଁ ଏକ ବଡ ଖବର ଆସିଛି

ନୂଆ ବର୍ଷ ଉତ୍ସବ ମଧ୍ୟରେ ସୌଦି ଆରବ ପାଇଁ ଏକ ବଡ ଖବର ଆସିଛି। ମକ୍କା ସହରରେ ଏକ ବଡ଼ ସୁନା ଭଣ୍ଡାର ଆବିଷ୍କୃତ ହୋଇଛି। ସୌଦି ଆରବ ଖଣି କମ୍ପାନୀ ମ୍ୟାଡେନ ଏହି ସୂଚନା ଦେଇଛନ୍ତି।

ଖଣି କମ୍ପାନୀ ଅନୁଯାୟୀ, ନୂତନ ଆବିଷ୍କାର ବିଦ୍ୟମାନ ମାନସୁରା ମାସାରା ସୁନା ଖଣିଠାରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରିଛି।ସୌଦି ଆରବ ଖଣି କମ୍ପାନୀ ମ୍ୟାଡେନ କହିଛି, ଖଣିଜ ଉତ୍ପାଦନ ଲାଇନ ପ୍ରୋଡକଶନର ଉଦ୍ଦେଶରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଅଧିନରେ ଏହା ପ୍ରତମ ଆବିଷ୍କାର।

Related Articles

Back to top button
WP Twitter Auto Publish Powered By : XYZScripts.com