ଅନ୍ତର୍ଜାତୀୟ

ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ମେଜର ଜେନେରାଲ ପ୍ୟାଟ ରାଇଡର୍‌ କହିଛନ୍ତି ଯେ ଅସୁସ୍ଥତା ଅନୁଭବ କରିବାରୁ ଓ ଜଟିଳତା ହେତୁ ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନ ସୋମବାର ଠାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଆମେରିକାର ପ୍ରତିରକ୍ଷା ବିଭାଗ ଏହା ପ୍ରଥମ ଥର ନିଶ୍ଚିତ କରିଛି ଯେ ଅଷ୍ଟିନଙ୍କୁ ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com