କ୍ରୀଡ଼ା

ଆସନ୍ତା ସପ୍ତାହରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ଟି-୨୦ ସିରିଜ

ଆସନ୍ତା ସପ୍ତାହରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ଟି-୨୦ ସିରିଜ । ଏହି ସିରିଜକୁ ନେଇ ବର୍ତ୍ତମାନ କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା ଲାଗି ରହିଛି ।

ଦୀର୍ଘ ଦିନରୁ ଟି-୨୦ ଫର୍ମାଟରୁ ଦୂରେଇ ରହିଥିବା ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ତେବେ ଏହା ମଧ୍ୟରେ ଆଫଗାନିସ୍ତାନ ଭାରତ ବିପକ୍ଷ ଏହି ସିରିଜ ପାଇଁ ଦଳ ଘୋଷଣା କରିସାରିଛି । ବର୍ତ୍ତମାନ ଭାରତୀୟ ଦଳ ଉପରେ ରହିଛି ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com