କ୍ରୀଡ଼ା

ଆଇପିଏଲ-୨୦୨୪କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି

ଆଇପିଏଲ-୨୦୨୪କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି। ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇପାରନ୍ତି ଖତରନାକ ବୋଲର।

ଆଇପିଏଲ ସିଜନ ଆରମ୍ଭ ପୂର୍ବରୁ ଆହୁରି ଶକ୍ତିଶାଳୀ ହୋଇପାରେ ଆରସିବି। ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଏହି ଦଳ ସହ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଆସନ୍ତା ସିଜନରେ ଆର୍ଚର ଏହି ଦଳ ସହ ଯୋଡ଼ି ହୋଇପାରନ୍ତି। ଚଳିତବର୍ଷ ଆଇପିଏଲ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଆର୍ଚରଙ୍କୁ ରିଲିଜ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com