ଜାତୀୟ

ବିଜେପି ସହ ନୀତୀଶ କୁମାର ମିଶିବା ପରେ କିଛି ଏପରି ବୟାନ ଦେଇ କଡା ସମାଲୋଚନା କରିଛି କଂଗ୍ରେସ

ବିଜେପି ସହ ନୀତୀଶ କୁମାର ମିଶିବା ପରେ କିଛି ଏପରି ବୟାନ ଦେଇ କଡା ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ଜୟରାମ ରମେଶ୍ ଟ୍ୱିଟରରେ ଟ୍ୱିଟ୍ କରି କହିଛନ୍ତି, ରାଜନୀତିରେ ବାରମ୍ବାର କଡ ଲେଉଟଉଥିବା ନୀତୀଶ କୁମାନ ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି ।

ଏହି ବିଶ୍ୱାସଘାତକ ବିଶେଷଜ୍ଞକୁ ଜନତା କ୍ଷମତା କରିବେ ନାହିଁ । ଭାରତଯୋଡ ନ୍ୟାୟ ଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଭୟବିତ ହୋଇଉଠିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com