ଓଡ଼ିଶା

ରାଜ୍ୟକୁ ପୁଣି ଫେରିଛି ଚିଟଫଣ୍ଡ ତାତି

ରାଜ୍ୟକୁ ପୁଣି ଫେରିଛି ଚିଟଫଣ୍ଡ ତାତି । ଦୀର୍ଘ ୧୧ ବର୍ଷ ଧରି ଜମାଟଙ୍କା ଫେରିପାଇବାକୁ ଅପେକ୍ଷା କରିଛନ୍ତି ଜମାକାରୀ । ହେଲେ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ କେବଳ ତଦନ୍ତ ଆଳରେ କେବେ କେବେ ଚଢାଉ କରି ଜମାକାରୀଙ୍କୁ ଭରଶା ଦେବାକୁ ଚେଷ୍ଟା କରିଛନ୍ତି ।

କିଛି ଦୋଷୀ ଜେଲଦଣ୍ଡ ଭୋଗି ଫେରିସାରିଥିବା ବେଳେ କିଛି ଅଭିଯୁକ୍ତଙ୍କୁ ଏବେ ବି ଖୋଜୁଛି ଆଇନ । ଏହି କ୍ରମରେ ଆଜି ଭୁବନେଶ୍ୱର, ଛତ୍ରପୁର, ଦିଗପହଣ୍ଡି ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ କରିଛି ଇଡି ।

Related Articles

Back to top button
WP Twitter Auto Publish Powered By : XYZScripts.com