ଜାତୀୟରାଜନୀତି

ଇଣ୍ଡିଆ ମେଣ୍ଟକୁ ଜାମ୍ମୁ ଓ କାଶ୍ମୀରରେ ବଡ ଝଟକା ଲାଗିଛି

ଇଣ୍ଡିଆ ମେଣ୍ଟକୁ ଜାମ୍ମୁ ଓ କାଶ୍ମୀରରେ ବଡ ଝଟକା ଲାଗିଛି । ନ୍ୟାସନାଲ କନଫରେନ୍ସର ମୁଖ୍ୟ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲ୍ଲା ଜାମ୍ମୁ-କାଶ୍ମୀରର ସମସ୍ତ ୫ଟି ଲୋକସଭା ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ ଫାରୁକ କହିଛନ୍ତି କି ପାର୍ଟି ସମସ୍ତ ଆସନରେ ପ୍ରାର୍ଥୀ ଦେବ । ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଜେଡିୟୁ, ଆରଏଲଡି, ତୃଣମୂଳ କଂଗ୍ରେସ ମେଣ୍ଟ ଛାଡି ଏକାକୀ ପ୍ରାର୍ଥୀ ଦେବାକୁ ଘୋଷଣା କରିସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com