Featuredଓଡ଼ିଶାରାଜନୀତି

ବିଜେଡିରେ ଯୋଗଦେଲେ ମୋନିଦୀପା ସର୍ଖେଲ

ବିଜେଡିରେ ଯୋଗଦେଲେ ମୋନିଦୀପା ସର୍ଖେଲ । ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ବାପି ସର୍ଖେଲ ବର୍ତ୍ତମାନ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି।

ତେବେ ତାଙ୍କ ସମର୍ଥନରେ ଜିତିଥିବା ୭ ସ୍ୱାଧୀନ କାଉଁସିଲର ମଧ୍ୟ ମୋନିଦୀପା ଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com